କିଏ କିଏ ଆସିଥିଲେ ସାଦଖିଆରେ ?? କେମିତି ହେଲା ସାଦ ଖିଆ || Prasanta Keti Vlogs ||

Published 2024-07-22
କିଏ କିଏ ଆସିଥିଲେ ସାଦଖିଆରେ ?? କେମିତି ହେଲା ସାଦ ଖିଆ || Prasanta Keti Vlogs ||

All Comments (21)
  • ପ୍ରଶାନ୍ତ ଭାଇ ଗେହ୍ଲା ଭାଇ ଭିଡ଼ିଓ ଦେଖି ବହୁତୁ ଭଲ ଲାଗିଲା ଏମିତି ସବୁବେଳେ ହସ ଖୁସିରେ ରୁହ କୁନି ମା ପ୍ରଶାନ୍ତ ଭାଇ କେଟି ଭାଉଜ ଗେହ୍ଲା ଭାଇ ଗେଲି ଭାଉଜ ଝିଲି ମା ଦିପକ ଭାଇ ପରିବାର ସମସ୍ତ So Cute jhilimaa😘 Love you Kuni Maa Prasanta Bhai Keti Bhauja Gelha Bhai Geli Bhauja jhilimaa Deepak Bhai and all Family members 💞💞❤️❤️❤️❤️❤❤❤❤❤Jay Jagannath 🙏 Jay shree Ram 🙏Good bless you 👍
  • @dolivlogging5470
    ବହୁତ ସୁନ୍ଦର ହେଇଛି ଭିଡିଓ ଭାଇ ସବୁ ବେଳେ ଏମିତି ଖୁସି ରେ ରୁହନ୍ତି ସମସ୍ତେ happy family 💞💕💕💐
  • @Madhusmita787
    ଆଜି ର ଭିଡ଼ିଓ ଟି ବହୁତ ଭଲ ଲାଗିଲା, ସବୁବେଳେ ଏମିତି ଖୁସିରେ ରୁହ, ଭଗବାନ୍ ଙ୍କ ଦୟା ରୁ ଆହୁରି ଆଗକୁ ମାଡି ଚାଲ, ଜୟ ଜଗନ୍ନାଥ ❤❤❤❤❤