୩୩ହଜାର କୋଟି ଟଙ୍କା ବ୍ୟୟରେ କିଣା ଯାଇଥିବା ଲକ୍ଷ୍ମୀ ବସର ମାଲିକ କିଏ? | ତେରଛା ବାଣ | Terachha Baana

54,709
0
Published 2024-06-24

All Comments (21)
  • ଏତେ ଚୋର ସତ୍ୱେ ନିଦା ବିଷ୍ଣୁ ନବୀନ ଙ୍କୁ କିଛିଲୋକ ବଢିଆ କହୁଛନ୍ତି
  • ଏ ସବୁ କେଲେଙ୍କାରୀ ନବୀନା ଯାଣିଛି କି ନାହିଁ ତା'ର ସି.ବି.ଆଇ ତଦନ୍ତ କରାଯାଉ।
  • ବିଜେପି ସରକାର ଏସବୁ ଦୁର୍ନୀତି ବିଷୟରେ ସ୍ପଷ୍ଟ ମତ ରଖିବା ଦରକାର।
  • ଯଉ ଗେଣ୍ଡା ଗେଣ୍ଡି ମାନେ ନବୀନା ହାରି ଗଲା ବୋଲି କାନ୍ଦୁଛ ସେମାନେ ଟିକେ ନବୀନ କେତେ ଭଲ
  • @ArunDas-hc5zz
    ସବୁ କଥାରେ ପାଣ୍ଡିଅଣ କୁ ଦୋଷ କାହିଁକି ଦେଉଛ?ମୁଖ୍ୟ ମନ୍ତ୍ରୀ ଥିଲେ ନବୀନ ପଟ୍ଟନାୟକ ସୁତରାଂ ନବୀନ ଙ୍କ ଠାରୁ ଜବାବ ମଗା ଯାଉ ଓ ତୁରନ୍ତ ତଦନ୍ତ କମିଶନ ବସାଯାଉ।ନବୀନ କାହିଁକି କେନ୍ଦ୍ର କୁ ମେଣ୍ଟ ପାଇଁ ପ୍ରବ୍ରତାଉ ଥିଲେ ତାହା ଏବେ ସ୍ପଷ୍ଟ ହେଲା।ଯଦି ପ୍ରକୃତରେ BJP ଜନ ହିତ କାରୀ, ଭାଇ ବନ୍ଧୁ ବେପାର ନ କରି ରାଜଧର୍ମ ପାଳନ ପୂର୍ବକ ପଦକ୍ଷେପ ନିଆ ଯାଉ,,
  • @harishmallck2
    ପାଣ୍ଡିଆନ ବାବୁଙ୍କ ପରି ଏତେ ଚତୁର ଏବଂ ଧୃତ ଲୋକ ଭାରତରେ ବିରଳ | ସରକାରଙ୍କର ଯେତେ ପ୍ରକଳ୍ପ ଟା ପଛରେ କେତେ ଯେ କୁ ଚକ୍ରାନ୍ତ ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି! ପାଣ୍ଡିଆନ ବାବୁ ପୁରା ଓଡିଶା ତାକୁ ଭାବିନେଇଥିଲେ ଯେ ଓଡିଶାଟା ତାଙ୍କ ପୈତୃକ ସମ୍ପତି | ପାଣ୍ଡିଆନ ବାବୁ ତ ଅରବିନ୍ଦ kejariwal ର ଗୁରୁ ଠକାମିରେ.
  • ଓଡିଶା ସରକାର ତୁରନ୍ତ ଏହା ଉପରେ ସ୍ପଷ୍ଟୀକରଣ ଦେବା ଦରକାର. 33 ହଜାର କୋଟି ଟଙ୍କା ଯଦି ଯାଇଛି, ତାହେଲେ ସରକାର ଏଯାଏଁ ଚୁପ କାହିଁକି?
  • ନବୀନଙ୍କର ଉପର ଧଳା ଭିତର ହାଣ୍ଡିକଲା
  • ମୋହନ ସରକାର ଙ୍କ ହାତ ନବୀନ, ପାଣ୍ଡୁ ପର୍ଯ୍ୟନ୍ତ ଯିବ ସେ ଆଶା ନାହିଁ। କେବଳ ଆଶା କରା ଯାଏ। ନ୍ୟାୟ ହେବ। ସମୟ କୁ ଦେଖିବା ଓ ଅପେକ୍ଷା କରିବା ହିଁ କଥା।
  • Details of Laxmi bus should be verified and bring into public's knowledge.
  • ବିଜେଡି ର ପରାଜୟ ଓଡିଶା ପାଇଁ ଆଶୀର୍ବାଦ I ନହେଲେ ଓଡିଶା ନିଲାମ ହୋଇଯାଇଥାନ୍ତ I ପାଣ୍ଡିଆନର ଧୃଷ୍ଟତା ପାଇଁ ନୋବେଲ prize ଦିଆଯାଉ l
  • ହଁ ଆଜ୍ଞା, ଯାହା ହେଉ ଆପଣଙ୍କୁ ଏବେ ଭଲ ଖୁରାକ ଟିଏ ଦେଇଛି।ଆଗେଇ ଚାଲନ୍ତୁ ।ଏହା ସହିତ କେନ୍ଦ୍ର ସରକାର ଙ୍କ ଭଲମନ୍ଦ କହିଲେ ଆପଣଙ୍କର ଆହୁରି ନାଆଁ ବଢିବ ।ଧନ୍ୟବାଦ ।
  • କେମିତି ଲୁଟିବା ନାହିଁ ଯଦି ଜନତା 500 ଟଙ୍କା ନେଇ ଭୋଟ ଦେଇ ଦେଲେ ଆଉ ରାଜ୍ୟ କୁଆଡେ ଯାଉଅଛି ଯାଉ କେହି ବୁଝିବା ପାଇଁ ନାରାଜ l
  • Sir jaha kahuchhanti jadi tike proof diante tahale ama pain subidha huanta...
  • At least give all works during Navin ji..Last govt and give all to CBI..
  • Sabu pai dayi BJP, se akhi buji deithila Odisha babada re. Anya state pain ED CBI thila
  • Before reinventing the Laxmi bus, govt should take up the fitness of the buses. Other angel ie. Corruption should also be enquired into.
  • ଓଡିଶାର ଦୁର୍ନୀତି ସିବିଆଇ, ଇଡି କେବେ ତଦନ୍ତ କରିବ?