ଫେରିଲା ଟଙ୍କା ଖୁସି ହେଲେ ସାହାରା ନିବେଶକ

435,252
0
Published 2023-07-20
#ReportersToday
ଫେରିଲା ଟଙ୍କା ଖୁସି ହେଲେ ସାହାରା ନିବେଶକ
#odisha #updatenews #saharaindia #BJP #amitshah #chitfund #saharaindiaparibar #reporterstoday
Reporters Today is one of the most popular Odia web channel. Our audience has a great base that we created by providing the latest news with the true spirit of journalism.
🔺🔺🔺
Reporters Today is a boutique media house conceptualized to promotes journalism which caters to bring difference to the society at large. Reporters Today came into existence after a lot of brain storming by social workers, citizen journalists, freelancers, academicians and the flag-bearers of the society to create a platform wherein the social issues could be discussed and strive together to bring an impact full change for the betterment and development of the society.
🔺🔺🔺
“ ଋିପୋର୍ଟର୍ସ ଟୁଡେ ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
🔺🔺🔺
👇SUBSCRIBE NOW !!! 👇
🔥🔥🔥 bit.ly/3PVNxLH 🔥🔥🔥
🔴Visit Our Website: odianews.reporterstoday.com/
🔴Read our daily newspaper "Mahabharata”:- mahabharataepaper.com/
🔴YouTube: youtube.com/c/ReportersToday
🔴Facebook: www.facebook.com/ReportersTodayOfficial
🔴Twitter: twitter.com/reporterstodays
🔴Instagram: www.instagram.com/reporters_today

All Comments (21)
  • ମୋବାଇଲ କରୁଛୁକାଣେ, ମୋବାଇଲ ରଖିଛି ଟାଣେ, ମୋବାଇଲ ଚଳାଉଛି ଟାଣେ ମୁଁ କରିସାରିଛି ମୋ ପାଖରେ ଉତ୍ତର ନାହିଁ କର୍ମ ବଳ ସରକାରଙ୍କ ବଳ କର୍ମ ‌ସର୍ବଶିକ୍ଷା ଅଭିଯାନ ଆଇନ ଦାନ ମହାପୁନ୍ୟଦାନ ଶୁଣାଉଛିତାଧରମ।
  • @arunprasaddash1399
    ଜନସାଧାରଣଙ୍କ ନିଜ ଟଙ୍କା ନିଜେ ପାଇବେ ଏଥିପାଇଁ ଖୁସି କ'ଣ ପାଇଁ?। ଯେଉଁ ସରକାର ଙ୍କୁ ଭୋଟ ଦେଇ ଗାଦିରେ ବସାଇଛନ୍ତି ସେହି ସରକାର ନିଜର ପାର୍ଟି ଫଣ୍ଡିଙ୍ଗ୍ ପାଇଁ ଜନସାଧାରଣଙ୍କ ଟଙ୍କା କୁ ଲୁଟିଛି।.......ଏହା କାହାକୁ ଅଜଣା ନାହିଁ।
  • ଯଦି ମିଳିବ10000,ବାଳକା ଟଙ୍କା ମିଳିବାର ଆଶା ନାହିଁ
  • ନିବେଶକ ଟଙ୍କା ଫେରି ନ ପାଇଲେ ପଦ୍ମଫୁଲ ରେ ଛିଟା ଲାଗିପାରେ.
  • ଅଯଥାରେ ପୂର୍ବା ପର ବର୍ଣ୍ଣନା କରିବାର ଆବଶ୍ୟକତା ନାହିଁ। କଣ କଲେ ନିବେଶକ ତାଙ୍କ ସଂଚିତ ଟଙ୍କା ପାଇବେ କୁହ। ଅଯଥା ବର୍ଣ୍ଣନା କରିବାର ଆବଶ୍ୟକତା ନାହିଁ।
  • ଆମେ ଗରିବ ଲୋକ ଆମ ଟକା ଆମକୁ ଫେରେଇ ଦିଅ ନହେଲେ ଭୋଟ ଦେବା ପାଇଁ ଜିବୁ ନାହିଁ
  • ମୋର 45 ଦିନ ହେଇଗଲାଣି କାହିଟଙ୍କା ମିଳୁଛି ଟାଟସ ତୋ ଅଣ୍ଡର ପ୍ରସେସ ଅଛି ଲୋକମାନଙ୍କୁ ଭକୁଆବଳନାଜାଉଛି
  • @s.jchanel8198
    ବିଜେପି ନେଇ‌ ରଖିଥିଲା ଇଲେଶନ ପୂର୍ବ ରୁ କିଛି ଦେବ ।ଏ ଫେରସ୍ତ ଟଂକା ଆଗରୁ କ'ଣ ହୋଇ ପାରିଲାନି ଏବେ ଦେଉଛି ।ଲୁଟରା ଦଳ ସବୁ ।
  • ମୋର 45 ଦିନ ହେଇ ସାରିଲାଣି କିନ୍ତୁ ପଇସା ମିଳୁ ନାହିଁ
  • 60ଦିନ ହେଲାଣି ରେ ବାବୁ ଟଂକା ଟିଏ ମିଳିଲା ନାହିଁ
  • @RunuBarik-cw7xi
    ମୁଁ ବି ବାନ୍ଦିଥୀଲି ଗୋଡ଼ନୁର 45000 ହଜାର ଟଙ୍କା କାଇଁ କିଛି ଦେଉନାହାନ୍ତି
  • ସରକାର ରଲୋକ ନାହିଁ କର୍ମ ବେକାର ଯାଉଛି।ଵେଳୁହୁଅସାଵଧାନ ମଦ=ସରିକି ଦରୀଦ୍ କର୍ମ ସରକାରଙ୍କ ଜାଣିଶୁଣି ନ ଯାଣିନଶୁଣି କର୍ମରେ ଲୋକମାନେ।