News Fuse 29 JULY 2024
14,963
Published 2024-07-29
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
YouTube: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: www.facebook.com/otvkhabar
OTV English Facebook : www.facebook.com/otvnews
Telegram @otvtelegram @otvkhabar
Twitter: twitter.com/otvnews
Instagram: www.instagram.com/otvnews/
#OdishaTV #OTV
All Comments (18)
-
ଜୟ ଜଗନ୍ନାଥ ଏମାନଙ୍କର କିଛି ନ ହଉ ଏଇ କୋମଳ ମତି ଶିଶୁ ମାନେ କେମିତିକା ଜାଣିବେ ଭଲ କୋଉଟା ମନ୍ଦ କୋଉଟା ଯୋଉ ଶିକ୍ଷକ ଆଉ ଶିକ୍ଷୟତ୍ରୀ ମାନେ ଏମିତିକା କରୁଛନ୍ତି ତାଙ୍କ ଉପରେ ଦୁଢ କାଯ୍ୟନୁଷ୍ଟାନ ନିଆଯାଉ
-
ଏଇ ଭଉଣୀଙ୍କଠୁ କିଛି ଶିଖିବା କଥା ଏମିତିକା ଭଉଣୀ ମାନେ ଯଦି ନିଜେ ଏମିତିକା ରୂପ ଦେଖେଇବେ ତାହାଲେ ସବୁ ଏଇ ସମାଜର ଖଳ ପ୍ରକୁତି ଲୋକ ସବୁ ସୁଧୁରିଯିବେ ଜୟ ଜଗନ୍ନାଥ 🙏🏿🙏🏿🙏🏿🙏🏿
-
Very nice❤❤❤❤❤
-
Jay jagannath
-
Jay Jagannath Jay odisha Jay look
-
Jay Jagannath
-
❤❤❤
-
ଏମିତିକା ପରିବେଶ ମତେ ଟିକେ କୁହନି ମୁଁ ଆଉ ମୋ ସାଙ୍ଗ ମାନେ ଯିବୁ ପିକନିକ କରିବା ପାଇଁ ଏମିତିକା ଦୁସ୍ୟ ଦେଖି ମତେ ବହୁତ ଖୁସି ଲାଗୁଛି କାରଣ ଏଇ ଆଖ ପାଖରେ ଯିଏ ରହୁଥିବେ ସିଏ ନିଚୟ ପ୍ରତି ଦିନ ମେଡିକାଲ ଯାଉଥିବେ ହେ ପ୍ରଭୁ ତୁ କେବେ ବୁଦ୍ଧି ଦେବୁ
-
କଳାହାଣ୍ଡି Govt. School ର ଏଭଳି ଘଟଣା ସମ୍ପୂର୍ଣ୍ଣ ନୀନ୍ଦନୀୟ.....
-
ପିଲା ମାନଙ୍କୁ ଏବେଠୁ ଅଲମଫିସରେ ଭାଗ ନବା ପାଇଁ ପ୍ରାକଟିସ କରୁଛନ୍ତି କେବେ ସବୁ ସୁଧୁରିବେ ଏଇ ଶିକ୍ଷକ ସମାଜ ଯଦି ପିଲାଙ୍କର କିଛି ହୁଏ ତାହାଲେ କିଏ ଦାଇ ହେବ ପ୍ରଭୁ ଜଗନ୍ନାଥଙ୍କର ପାଖରେ 🙏🏿🙏🏿🙏🏿ଗୁହାରି କରୁଛି ଏମାନଙ୍କର କିଛି ନ ହଉ
-
Nice public awareness program
-
ପୂର୍ଣ୍ଣଣ୍ଡା ଭାଇ କଲର କରୁଛନ୍ତି ହେଲେ କ ମାନେ କରେଣ୍ଡ ଆଉ କ ମାନେ କଲର ଟିକେ ସେ ମିକ୍ସ କରିଦେଉଛନ୍ତି ଜାଣିକି ଏମିତିକା କରୁଛନ୍ତି କିଛି ହେଲେ କିଏ ଦାଇ ହେବ କୁହ 🙏🏿🙏🏿🙏🏿🙏🏿
-
ଶକ୍ତି ବିଭାଗ କେତେ ସକ୍ରିୟ ଅଛନ୍ତି ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି । ମଣିଷ ମଲେ ତାଙ୍କର କଣ ଯାଏ ଦୌଡ଼ି ଦୌଡ଼ି ଚପଲ ଛିଡିବା କଥା ...
-
ଆମଲୋକଙ୍କର ନବା ଅଭ୍ୟାସ ଆଗରୁ ଅଛି ମାଗଣା ଯାହା ମିଳିଲେ ତାକୁ ନେଇଯିବେ ହେଲେ ମୁଁ ବୁଝି ପାରୁନି ଲୋକେ ଆମର ଏତେ ନବା ରେ ବେସ୍ତ ଯେ କରେଣ୍ଟକୁ ବି ଛାଡୁ ନାହାନ୍ତି 🤣😂🤣😂
-
Chit finds khabar sir
-
Keibi tike like dauna
-
Drama 🙄 women empowerment misfired 😳 Useless news, don't encourage free publicity 🙏🏻