Will CM Mohan Majhi give consent for CBI probe into Naba Das murder case? || Satyapatha

144,301
0
Published 2024-06-16
Will CM Mohan Majhi give consent for CBI probe into Naba Das murder case? || Satyapatha

#satyapatha #nabadas #mohanmajhi #naveenpatnaik #cbi #fbi #jharsuguda #deepalidas #odishapolitics #bjd #bjpodisha

Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
For Latest Updates Follow us:
Web: www.satyapatha.com/
Youtube:    / @satyapatha  
Facebook: www.facebook.com/Satyapatha.in
Instagram: www.instagram.com/satyapatha.media/
Twitter(X): twitter.com/satyapathalive

All Comments (21)
  • @jchoudhury274
    ନବ ଦାସ ମମିତl ପରୀ itisri ମାହାଙ୍ଗା ACF କେସ ରେ CBI ତଦନ୍ତ କଲେ ଓଡ଼ିଶା ବାସୀ ଙ୍କୁ ନ୍ୟାୟ ମିଳିବ ଜୟ ଜଗନ୍ନାଥ
  • ମାନ୍ୟବର ଲଗାନ୍ତୁ ସିଏମ ଙ୍କୁ ସନମାନ ଦିଅନ୍ତୁ
  • ସତ୍ୟବାବୁ, ନବୀନଙ୍କ ନାମ ନେଲାବେଳେ ଆପଣ ମାନ୍ୟବର କହୁଛନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନାମ ନେଲାବେଳେ ମୋହନ ଚରଣ ମାଝୀ ବାରମ୍ବାର କହୁଛନ୍ତି l ଆପଣ ମୋହନ ବାବୁଙ୍କ ମୁଖ୍ୟମନ୍ତ୍ରୀତ୍ବ ଉପରେ ଖୁସି ନାହାନ୍ତି, ନହୁଅନ୍ତୁ କିନ୍ତୁ ମୁଖ୍ୟମନ୍ତ୍ରୀ ସବୁବେଳେ ମାନ୍ୟବର l ଆପଣ ମାନନ୍ତୁ କି ନମାନନ୍ତୁ ଓଡିଶାବାସୀଙ୍କର ଯାଏଆସେ ନାହିଁ l
  • ହତ୍ୟାର ଶିକାର ହୋଇଥିବା ମନ୍ତ୍ରୀଙ୍କ ପରିବାର ଲୋକ ଚାହୁଁ ନାହାନ୍ତି ଏହାର cbi ତଦନ୍ତ ହଉ ।ସରକାର କାହିଁକି ଉପରେ ପଡ଼ି ଫୋପଡ଼ ଖାଇବାକୁ ଚେଷ୍ଟା କରୁଛନ୍ତି ? ଅନ୍ୟ ପକ୍ଷରେ Acp ସୌମ୍ୟରଞ୍ଜନ ଆତ୍ମହତ୍ୟା ଘଟଣା,ଛୋଟ ଝିଅ ପରି ହତ୍ୟା ଘଟଣା ଓ ଛୋଟ ପୁଅ ପିହୁର ନିଖୋଜ ଘଟଣାର cbi ତଦନ୍ତ ହବା ଆବଶ୍ୟକ କାରଣ ଏହି ତିନି ପରିବାର ଚାହୁଁଛନ୍ତି cbi ତଦନ୍ତ ହେଲେ ତାଙ୍କୁ ଉଚିତ୍ ନ୍ୟାୟ ମିଳିବ ।
  • କ୍ଷମା କରିବେ ସତ୍ୟପ୍ରକାଶ ବାବୁ double ingine ସରକାର ର ମୁଖ୍ୟମନ୍ତ୍ରୀ କଣ ମାନ୍ୟବର ହେବାକୁ ଯୋଗ୍ୟ ନୁହନ୍ତି କି? ନବୀନ ବାବୁଙ୍କ ଆଗ ପଛ ଓ ମଝିରେ ତିନିଥର ମାନ୍ୟବର ଲାଗୁଥିଲା ତ।
  • ନବୀନ ପଟ୍ଟନାୟକ ex, Mohan majhi is manyabar.ଭାଷାରୁ ଜଣା ଯାଉଛି ଆପଣ ନବୀନ ସରକାରଙ୍କ ପକ୍ଷପାତିତା ଅଟନ୍ତି
  • ସବୁ ଆରମ୍ଭ ର ଶେଷ ପରି ଦୁଦ୍ଦାନ୍ତ ବିଜେଡି ଦଳ ର ଶେଷ ହେଇଯାଇଛି ନବୀନ୍ ବାବୁ ଗୋଟିଏ ଦୁଷ୍ଟ ଅମଣିଷ ତାମିଲ ଲୋକ ସହ ସମ୍ପର୍କ ରଖି ନିଜର ଭାବମୂର୍ତ୍ତି କୁ କଳୁଷିତ କରି କଣ ପାଇଲେ....?ପାଣ୍ଡିଆନ୍ କୁ ଜେଲଦଣ୍ଡ ରେ ଦଣ୍ଡିତ କରାଯିବ ......
  • First corruption in government recruitment Exam ra cbi investigation hou
  • ନବୀନ ବାବୁ ଙ୍କ ନାମ ଆଗରୁ ମାନ୍ୟବର ଉଠି ପୂର୍ବତନ ମୁଖ୍ୟମନ୍ତ୍ରୀ ସମସ୍ତ ଗଣମାଧ୍ୟମ କହିବା ଉଚିତ , ମୁଖ୍ୟମନ୍ତ୍ରୀ ଆସନ କୁ ସମସ୍ତେ ସମ୍ମାନ ଦିଅନ୍ତୁ
  • @ommvisual3747
    ସତ୍ୟ ବାବୁ ପ୍ରଥମ କଥା ହେଲା ମୁଁ କୈାଣସି ଦଳର ସଂପୃକ୍ତ ନାହିଁ କିନ୍ତୁ ଆପଣ ନବୀନ ପଟ୍ଟନାୟକଙ୍କ ନାମ ଧରିବା ଆଗରୁ କାହିଁକି ମାନ୍ୟବର ଲଗାଇ ବାର୍ତ୍ତା ଦେଉଥିବା ବେଳେ ଆମର ମୂଖ୍ୟମନ୍ତ୍ରୀ ପାଇଁ ସେଇ ମାନ୍ୟବର ଲଗାଉ ନାହାଁନ୍ତି ତମେ କଣ ଓଡ଼ିଶାରେ ନୂଆ ମୂଖ୍ୟମନ୍ତ୍ରୀକୁ ସନ୍ମାନ ସିଖିନ ନା ପସନ୍ଦ କରୁନ ଯଦି ଅଭ୍ୟାସ ତ ଠିକ୍ ଅଛି ନ ହେଲେ ତମେ ଗୋଟେ ଭଲ ଲୋକ ନାହିଁ ତମ chennal କୁ unsubscribe କରି ବାହାରି ଯିବା ଭଲ ହେବ
  • ସତ୍ୟପାଠ ରେ ସଂପୂର୍ଣ୍ଣ ସତ୍ୟ ପ୍ରକାଶ ପାଇଁ ଅଶେଷ ଧନ୍ୟବାଦ
  • ଆପଣ ଙ୍କୁ ଧନ୍ୟବାଦ ନିରପେକ୍ଷ ହବା କୁ
  • ସତ୍ୟବାବୁ ଓ ସତ୍ୟ ପାଠ କୁ ଅନେକ ଅନେକ ଶୁଭେଚ୍ଛା l ସମ୍ପ୍ରତି ସାମାଜିକ ଗଣମାଧ୍ୟମ ହେଉ କି ଛପା ଗଣମାଧ୍ୟମ କିମ୍ବା ବୈଦ୍ୟୁତିକ ଗଣମାଧ୍ୟମ ମାନେ ଖବର ପ୍ରସାରଣ କ୍ଷେତ୍ରରେ ନିର ପେକ୍ଷତା ଅବଲମ୍ୱନ କରୁନଥିବା ମନ ହୁଏ l ଆଶା କରେ ସତ୍ୟପାଠ ଏହାର ବ୍ୟତିକ୍ରମ ଭାବେ ଉଭା ହେବ l କେବଳ ନିଛକ ସତ୍ୟ ପ୍ରକାଶ ରେ ବ୍ରତୀ ହେବ l
  • ମାନ୍ୟବର , ସତ୍ୟ ବାବୁ ଆପଣଙ୍କର କଥା ବାର୍ତ୍ତା ଏବେ ଠିକ୍ ରହୁନି।
  • ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ (ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ) ସମ୍ମାନ ଦେବା ଶିଖନ୍ତୁ । ଚାଟୁକାରିତାରୁ ଦୁରେଇ ରହି ନିଷ୍ପକ୍ଷ ବାର୍ତ୍ତା ପ୍ରସାରଣରେ ଧ୍ୟାନ ଦେବା ଆବଶ୍ୟକ ।